ବକ୍ର ଦୃଷ୍ଟି

ଉଇକିଅଭିଧାନ‌ରୁ

ବକ୍ର ଦୃଷ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ଦୃଷ୍ଟି)[ସମ୍ପାଦନା]

୧. ବାଙ୍କ ଚାହାଣୀ —୧. Glance with the corner of the eye; ogling.
୨. ଟେରା ଚାହାଣୀ —୨. Squint-eyed look.
୩. ବେଅନୁଗ୍ରହ ଦୃଷ୍ଟି —୩. Unfavourable look.
୪. କ୍ରୁର ଦୃଷ୍ଟି —୪. Scoul; angry or sullen look.

ବିଶେଷଣ -[ସମ୍ପାଦନା]

ଟେରା —Squint-eyed.