ଭଆଁରିବା

ଉଇକିଅଭିଧାନ‌ରୁ

ଭଆଁରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଭଅଁରଦ୍ୱାରା ଛିଦ୍ର କରିବା — ୧. To bore with a gimlet.
୨. କୌଣସି ବସ୍ତୁକୁ କୁନ୍ଦରେ ବସାଇ କୁନ୍ଦିବା — ୨. To shape a thing round with the help of the turing lath.