ଭଉଁରି

ଉଇକିଅଭିଧାନ‌ରୁ

ଭଉଁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରମି)[ସମ୍ପାଦନା]

୧. ଜଳଭ୍ରମି; ମଳମଳୀ — ୧. A whirloop eddy.

(ଉ—ଭଉଁରୀ ଖେଳେ ମାତି, ଚଳିଲୁ ଦିବାରାତି, ପ୍ରକାଶି ସଙ୍ଗୀତ ଉଦାର ମଧୂସୂଧନ ନଦୀପ୍ରତି)

୨. (ସଂସ୍କୃତ - ଭ୍ରମରକ) ଶରୀରର ଲୋମାବର୍ତ୍ତ; କେଶର ବା ଲୋମର ଭ୍ରମରକ —୨. A whorl.
୩. (ସଂସ୍କୃତ - ଚକ୍ରଭ୍ରମି) ଏକପ୍ରକାର ପିଲା ଖେଳ; ଚକା ଭଉଁରୀ; ଘାଉଁରୀ; ଚକ୍ରାକାର ଗତିବିଶେଷ —୩. Whirling motion.

(ଉ—ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ ଶିଶୁ— ଗୀତ)

୪. ଘୋଡ଼ାର ଦେହରେ ଥିବା ଲୋମାବର୍ତ୍ତ (ଏହାର ଅବସ୍ଥିତ ଅନୁସାରେ ଘୋଡ଼ାର ଶୁଭ ବା ଅଶୁଭ ଲକ୍ଷଣ ନିରୁପିତ ହୁଏ) —୪. Whorl on the body of a horse.
୫. ଅଳଙ୍କାରରେ ଦିଆଯିବା ପେଚ ଲାଗିଥିବା ଖିଲ —୫. Screw put on an ornament
୬. (କ)—ଚନ୍ଦନ ଯାତ୍ରାର ଶେଷ ବା ଏକବିଂଶ ଦିନ ଏ ଦିନ ମହାପ୍ରଭୂଙ୍କୁ ଡଙ୍ଗାରେ ବସାଇ ଡଙ୍ଗାକୁ ଚନ୍ଦନତଡ଼ାଗ ମଧ୍ୟରେ ଚକ୍ରାକାରର ବୁଲାନ୍ତି —୬. (a)-The ୨୧st day of the Chandan j̄ātrā festival.
୬. (ଖ)—ଜଳକ୍ରୀଡ଼ା ଏକାଦଶୀ; ବୈଶାଖ ଶୁକ୍ଳ ଏକାଦଶୀ —୬. (b)-The ୧୧th day of the bright fortnight of B&aline;i̱ṡākha.
୭. ପକ୍ଷି— ବିଶେଷ —୭. A kind of bird.
୮. ଡଙ୍ଗାକୁ ପାଣିରେ ଚକ୍ରାକାର ଗତି କରାଯିବା ରୂପ କ୍ରୀଡ଼ା — ୮. Moving a boat in circles in sport.