ଭକାର

ଉଇକିଅଭିଧାନ‌ରୁ

ଭକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭ+କାର)[ସମ୍ପାଦନା]

୧. ଭ ଅକ୍ଷର —୧. The latter

ଭ ୨ ଭ ମାତ୍ରା; ଭଫଳା —୨. The sign of letter ଭ in a dipthong (as in ମ+ଭ=ମ୍ଭ )

୩. କୁମ୍ଭାରର ଚକ — ୩. Potter's wheel

ଦେଶଜ - ବି—(ଧ୍ୱନ୍ୟନୁକରଣ)[ସମ୍ପାଦନା]

ବମନ — Vomiting