ଭକ୍ତି ପୂର୍ଣ୍ଣ

ଉଇକିଅଭିଧାନ‌ରୁ

ଭକ୍ତି ପୂର୍ଣ୍ଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭକ୍ତିପୂରିତ, ଭକ୍ତିମୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଭକ୍ତି+ପୂର୍ଣ୍ଣ)[ସମ୍ପାଦନା]

ଭକ୍ତିରସରେ ପୂର୍ଣ୍ଣ — Full of devotion; abounding in devotion.