ଭକ୍ଷ୍ୟ କରିବା

ଉଇକିଅଭିଧାନ‌ରୁ

ଭକ୍ଷ୍ୟ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. [ସଂସ୍କୃତ - ଭକ୍ଷ][ସମ୍ପାଦନା]

ଭକ୍ଷଣ କରିବା; ଉଦରସ୍ଥ କରିବା — To eat up.

[ଉ— ତାହାର ନାହିଁ ପକ୍ଷାପକ୍ଷ, ସକଳ କରଇ ସେ ଭକ୍ଷ—ଭାଗବତ. ୩ୟ ସ୍କନ୍ଧ]