ଭକ୍ଷ୍ୟକାର

ଉଇକିଅଭିଧାନ‌ରୁ

ଭକ୍ଷ୍ୟକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭକ୍ଷ୍ୟ+କୃ+କର୍ତ୍ତୃ. ଅ)[ସମ୍ପାଦନା]

୧. ଯେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରେ —୧. One who cooks food.
୨. ହୋଟେଲ୍ୱାଲା —୨. Hotel- keeper.
୩. ଆପୂପିକ; ପିଷ୍ଟବିକ୍ରେତା — ୩. A seller of cakes.
୪. ଗୁଡ଼ିଆ — ୪. Confectioner.