ଭଗାରିଆ

ଉଇକିଅଭିଧାନ‌ରୁ

ଭଗାରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଭଗାରି (ଦେଖ) - —୧. Bhagāri (See)
୨. ପ୍ରତିଦ୍ୱନ୍ଦୀ ବ୍ୟକ୍ତି —୨. A rival.

ଦେଶଜ - ବିଶେଷଣ -[ସମ୍ପାଦନା]

ଶତ୍ରୃତାପନ୍ନ —Inimical.