ଭଗିନୀ

ଉଇକିଅଭିଧାନ‌ରୁ

ଭଗିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଗ୍ନୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଭଗ=ଯତ୍ନ+ଇନ୍+ସ୍ତ୍ରୀ. ଈ; ଯେ ଭାଇକୁ ବିଶେଷ ଯତ୍ନ କରେ କିମ୍ୱା ଭନଜ୍ ଧାତୁ=ଭାଙ୍ଗିବା+ତ+ସ୍ତ୍ରୀ, ଈ ମାୟା ଭାଙ୍ଗି ଦେଇ ବିବାହିତା ହୋଇ ଚାଲିଯାଏ)[ସମ୍ପାଦନା]

୧. ଭଉଣୀ; ସହୋଦରା —୧. Sister.
୨. ସମ— ବୟସ୍କା ନାରୀ ପ୍ରତି ସମ୍ୱୋଧନ —୨. A term of address to a woman of one's equal age.

(ଏହାର ଅପଭ୍ରଂଶ—ଭଉଣି, ଉଭଣୀ, ଭଇଣୀ, ଭଏଣୀ, ବଇଣୀ, ବଏଣୀ, ବହେଣୀ)