ଭଙ୍ଗାଭଙ୍ଗ ଶ୍ଳେଷ
ଭଙ୍ଗାଭଙ୍ଗ ଶ୍ଳେଷ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
କାବ୍ୟାଳଙ୍କାର ବିଶେଷ —A poetical composition in which a line conveys various senses.
[ଦ୍ରଷ୍ଟବ୍ୟ —ଏ ରଚନାରେ ଅଭଙ୍ଗ ଶ୍ଳେଷ ଓ ସଭଙ୍ଗ ଶ୍ଳେଷଦ୍ୱାରା ଗୋଟିଏ ପଦର ନାନା ଅର୍ଥ କରାଯାଇ ପାରେ; ଶ୍ଳେଷ ତଳେ ଟୀକା ଦେଖ ]
(ଉ—ଦୀନତାପ ବିନାଶନ ପାଇଁକି ସେ ହରି, ଉଜ୍ଜ୍ୱଳତ ନୋହୁଛି ଅଛି ତ ବିଭାବରୀ, କୁମୁଗକାରୀ ସତ ବିଚ୍ଛେଦ ତମ ବାରି, ସର୍ବ ଶିରୋଧାର୍ଯ୍ୟ ପୁଣି ଆହାଲାଦ— କାରୀ ଅଭିମନ୍ୟୁ ବିଦଗଧ୍ ଚିନ୍ତାମଣି)