ମଉଳା ଶ୍ରାଦ୍ଧ

ଉଇକିଅଭିଧାନ‌ରୁ

ମଉଳା ଶ୍ରାଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାଳୟା ଶ୍ରାଦ୍ଧ)[ସମ୍ପାଦନା]

ପୁତୃପକ୍ଷରେ ବା ଆଶ୍ୱିନ କୃଷ୍ଣପକ୍ଷରେ କରାଯିବା ପିତୃ— ଶ୍ରାଦ୍ଧ —The Ṡrāddha offered to one's ancestors during the dark fortnight of Āṡwina.

[ଦ୍ରଷ୍ଟବ୍ୟ —ଯେ କୌଣସି ମାସର ଯେଉଁ ତିଥିରେ ଆପଣାର ପିତା ମରିଥାଆନ୍ତି ପିତୃପକ୍ଷର ସେହି ତିଥିରେ ମହାଳୟା ଶ୍ରାଦ୍ଧ କରାଯାଏ ସେ ତିଥିରେ ଶ୍ରାଦ୍ଧ କରିବାକୁ ଅକ୍ଷମ ବ୍ୟକ୍ତି ପକ୍ଷରେ ଆମାବାସ୍ୟା ଦିନ ମହାଳୟାଶ୍ରାଦ୍ଧ ଅବଶ୍ୟ କର୍ତ୍ତବ୍ୟ]