ମକ୍କା

ଉଇକିଅଭିଧାନ‌ରୁ

ମକ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଧାନ୍ୟାଦି ବର୍ଗର ଶସ୍ୟବିଶେଷ — ୧. Indian core; maize; Zea mays;

[ଦ୍ରଷ୍ଟବ୍ୟ —ଏହାର ଗଛ ଓ ପତ୍ର ଛୋଟ ଆଖୁ ଗଛ ପରି; ପ୍ରତ୍ୟେକ ଗଣ୍ଠିରୁ ଆବରଣାବୃତ ଲମ୍ୱା ଫଳ ବାହାରେ ଓ ଉକ୍ତ ଫଳର ଚାରି ପାଖରେ ଦାନ୍ତ ପରି ମଞ୍ଜି ମାନ ଘନ ହୋଇ ଲାଗିଥାଏ; ଖୋସା [ବୀଜକୋଷ]ର ଅଗରୁ ଗୁଡ଼ିଏ କେଶ ପରି ସରୁ ଲମ୍ୱ ସୂତ୍ର ବାହାରିଥାଏ ଏ ଗଛର ନିବାସ ଆମେରିକା]

୨. [ନାମ [ଆରବ ଦେଶର ରାଜଧାନୀ — ୨. Mecca in Arabia.

[ ଦ୍ର—ଏହା ମୁସଲମାନ ଧର୍ମପ୍ରବର୍ତ୍ତ ମହମ୍ମଦଙ୍କ ଜନ୍ମ ସ୍ଥାନ ଓ ମୁଲମାନଙ୍କର ପ୍ରସିଦ୍ଧ ତୀର୍ଥ ଏଠାର ମୁସଲମାନ୍ ଧର୍ମମନ୍ଦିରକୁ କାବା ବୋଲାଯାଏ ଓ ପ୍ରତ୍ୟେକ ମୁସଲମାନ୍ ଦୈନିକ ନମାଜ (ସ୍ତୋତ୍ରପାଠ) କଲାବେଳେ ଏହି ନଗର ଦିଗକୁ ମୁହଁ କରନ୍ତି]