ଯକ୍ଷ୍ମା

ଉଇକିଅଭିଧାନ‌ରୁ

ଯକ୍ଷ୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଯକ୍ଷ ଧାତୁ=ପୂଜା କରିବା+ଅଧିକରଣ. ମନ୍)[ସମ୍ପାଦନା]

କ୍ଷୟକାଶ ରୋଗ —Tuberculosis; Consumption; pulmonary disease; pthisis.

[ଦ୍ରଷ୍ଟବ୍ୟ —ରାଜ ଯକ୍ଷ୍ମା—ସଂସ୍କୃତ - ବିଶେଷ୍ୟ - ମାରାତ୍ମକ କ୍ଷୟକାଶ ରୋଗ]