ଯଥାବସ୍ଥିତ

ଉଇକିଅଭିଧାନ‌ରୁ

ଯଥାବସ୍ଥିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଓ କ୍ରି.ବିଶେଷଣ -[ସମ୍ପାଦନା]

୧. ଯେଉଁ ପରି ଥିଲା ସେହିପରି — ୧. Exactly as it had been.
୨. ସ୍ଥିର; ଅଚଳ (ହିନ୍ଦୀ - ଶ) —୨. Stable; immuteable.
୩. ସତ୍ୟ; ଠିକ୍ (ହିନ୍ଦୀ - ଶ) —୩. Right; exact