ର(ସୋ)ଇ

ଉଇକିଅଭିଧାନ‌ରୁ

ର(ସୋ)ଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରସବତୀ=ପାକଶାଳା)[ସମ୍ପାଦନା]

୧. ଅନ୍ନାଦିର ପାକ ବା ରନ୍ଧନକ୍ରିୟା; ରୁଷେଇ —୧. Cooking.

ଅନୁବାଦ[ସମ୍ପାଦନା]

୨. ପାକଶାଳା —୨. Kitchen; cooking room.
୩. ପାକ ବିଦ୍ୟା —୩. Cookery.
୪. ପକ୍ୱାନ୍ନ ବ୍ୟଞ୍ଜନାଦି —୪. Cooked meal.

[ଦ୍ରଷ୍ଟବ୍ୟ —ରସୁଇସମ୍ପର୍କୀୟ ଅନ୍ୟାନ୍ୟ ଶବ୍ଦମାନଙ୍କ ପାଇଁ 'ରୁଷା(ଷେ)ଇ' ଶବ୍ଦ ପରେ ଦେଖ]