ରକ୍ତ କୁଷ୍ଠ

ଉଇକିଅଭିଧାନ‌ରୁ

ରକ୍ତ କୁଷ୍ଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବିସର୍ପ ନାମକ ରୋଗ —A kind of skin-disease.

[ଦ୍ରଷ୍ଟବ୍ୟ —ଏଥିରେ ଦେହତମାମ୍ ଜଳାପୋଡ଼ା କରେ ଦେହଯାକ ରକ୍ତବର୍ଣ୍ଣ ଓ କୃଷ୍ଠରୋଗ ପରି କ୍ଷତ ହୁଏ—ହିନ୍ଦୀ - ଶ.]