ରକ୍ତ ଚାପ

ଉଇକିଅଭିଧାନ‌ରୁ

ରକ୍ତ ଚାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

୧. ଦେହରେ ରକ୍ତ ସଂଚାରର —୧. Blood pressure.

[ଦ୍ରଷ୍ଟବ୍ୟ —ହୃତ୍ପିଣ୍ଡରୁ ରକ୍ତ ପ୍ରଶିରାମାନଙ୍କ (arteries) ବାଟେ ଦେହଯାକ ସଞ୍ଚାରିତ ହୋଇ ପୁଣି ଶିରା (Veins) ବାଟେ ହୃଦୟକୁ ଫେରି ଆସେ ଏହି ସଂଚାର ମାର୍ଗର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରିମାଣରେ ରକ୍ତ ଉପରେ ଚାପ ଥାଏ ହୃଦୟରେ ଥିବା ଚାପର ପରିମାଣ କ୍ରମଶଃ ଶିରା ପ୍ରଶିରାରେ କମି ଯାଏ ସୁସ୍ଥ ଶରୀରରେ ଅନୁଭୁତ ରକ୍ତଚାପ ଅପେକ୍ଷା ଅସୁସ୍ଥ ଶରୀରର ରକ୍ତଚାପ ବେଶୀ ହୁଏ— ହାଲିବର୍ଟନ୍ ଓ ମାକଡ଼ାବେଲ୍ଙ୍କ Handbook of physiology ଗ୍ରନ୍ଥ

ବର୍ତ୍ତମାନ ଡାକ୍ତରମାନେ ସ୍ଥିର କରିଅଛନ୍ତି, ଯେବେ ନିମ୍ନଲିଖିତ ସଂଖ୍ୟା ଅପେକ୍ଷା ତତ୍ତତ୍ୱୟସରେ ରକ୍ତିର ଚାପର ଡିଗ୍ରୀ ବେଶୀ ଦେଖାଯାଏ ତାହାହେଲେ ରୁଗ୍ଣ ବ୍ୟକ୍ତିର

ବେଶି ଦିନ ବଞ୍ଚିବାର ଅଶା ରହେ ନାହିଁ ରକ୍ତ ଗମନା ଗମନ କରିବା ଶିରାମାନଙ୍କ ନଳର ଭିତରେ କ୍ରମଶଃ ବୟୋ— ବୃଦ୍ଧି ସଙ୍ଗେ ଚୂନ ପରି ଜିନିଷର ସ୍ତର ଜମି ଯାଇ ଶିରାର ନଳୀ ମାନ ସରୁଆ ହୋଇ ଗଲେ ରକ୍ତର ଚାପ ବେଶି ହୁଏ 

୨. ବର୍ଷରେ ୧୨: , ୩ ବର୍ଷରେ ୧୨୫: , ୪ ବର୍ଷରେ ୧୨୮: , ୫ ବର୍ଷରେ ୧୩: , ୬ ବର୍ଷରେ ୧୩୫: , ୭ ବର୍ଷରେ ୧୪୫: [କଲିକତାର Advance ପତ୍ରିକା ୨୪: /୩/୩୬଼: ]