ରକ୍ତ ଶୋଷିବା
ରକ୍ତ ଶୋଷିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ରକ୍ତ ଶୋଷିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. (ବାଘ ଯେପରି ହତ ଜୀବର ତଣ୍ଟି କଣା କରି ରକ୍ତ ଶୋଷେ) ପ୍ରାଣୀର ଦେହରେ କଣା କରି ମୁହଁ ଲଗାଇ ରକ୍ତକୁ ଶୋଷିନେବା —୧. To suck blood out of the body of an animal.
- ୨. (ଲକ୍ଷଣାର୍ଥ) (ଡାହାଣୀ ପରି) ମନୁଷ୍ୟକୁ ଅନ୍ତଃସାରଶୂନ୍ୟ କରିବା (ଡ଼ାହାଣୀ ତଳେ ଟୀକା ଦେଖ) — ୨. (Figurative) To suck the life- blood out of a person (as a witch).