ରକ୍ତ ହୀନ
ରକ୍ତ ହୀନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ରକ୍ତଶୂନ୍ୟ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (୩ୟା ତତ୍)[ସମ୍ପାଦନା]
- ୧. ଯାହାର ଦେହରେ ରକ୍ତ ନାହିଁ — ୧. Bloodless; cold blooded.
- ୨. ନିରକ୍ତିଆ; ଯାହାର ଶରୀରରେ ରକ୍ତର ଅଳ୍ପତା ଘଟିଅଛି —୨. Anaemic.
- ୩. ଯେଉଁ ବିପ୍ଳବାଦିରେ ନରହତ୍ୟା ହୁଏ ନାହିଁ —୩. Bloodless (revolution) not accompanied with bloodshed.