ଲକଡ଼ି ଝେମ

ଉଇକିଅଭିଧାନ‌ରୁ

ଲକଡ଼ି ଝେମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ ସହର)ଅ[ସମ୍ପାଦନା]

କଟକ ସହରରେ ମାଘ ପୂର୍ଣ୍ଣିମା ଦିନ ସନ୍ଧ୍ୟା ବେଳେ ଅଗ୍ନ୍ୟତ୍ସବ ପାଇଁ ବଜାଇବାସା ଟୋକାମାନେ ବଜାରର ଗୃହସ୍ଥମାନଙ୍କ ନିକଟରୁ ଚାନ୍ଦା ମାଗିବା ବେଳେ ଦୁଇ ଖଣ୍ଡ କାଠିକୁ ଦୁଇ ହାତରେ ଧରି ଠକ ଠକ କରି

ବଜାଇ ବୋଲିବା ପଦ —A sound repeated by young men of the town of Cuttack while striking ୨ sticks together and begging pice from door to door to ignite the bonfire on the evening of Māgha fullmoon.