ଲଗାଉ

ଉଇକିଅଭିଧାନ‌ରୁ

ଲଗାଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଲଗ୍ନ)[ସମ୍ପାଦନା]

୧. ଲଗାଲଗି ଅବସ୍ଥା —୧. Continuity.
୨. ସମ୍ପର୍କ —୨. Connection.

ବିଶେଷଣ -[ସମ୍ପାଦନା]

୧. ସଂଲଗ୍ନ — ୧. Attached.
୨: ସମ୍ପୃକ୍ତ — ୨. connected.

୩. ଅବଶ୍ରାନ୍ତ —୩. Con tinuous