ଶ(ଣ୍ଢ)ପଣ

ଉଇକିଅଭିଧାନ‌ରୁ

ଶ(ଣ୍ଢ)ପଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଶଣ୍ଡ[ଣ୍ଢ] ପଣିଆ[ଆ]—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଲକ୍ଷଣାର୍ଥ) ଉଚ୍ଛଙ୍ଖଳତା —୧. (figurative) Lawlessness; the state of acting without restraint.
୨. ଶାରୀରିକ ବଳପ୍ରକାଶ —୨. Show of physical force.
୩. ବୀରତ୍ୱ —୩. Heroism.
୪. ପ୍ରୌଢ଼ୀ; ବାହାଦୁରୀ —୪. Bragging of one's power or might.
୫. ନଷ୍ଟ ଚରିତ୍ରତା; ଲାମ୍ପଟ୍ୟ; ବହୁ ସ୍ତ୍ରୀଙ୍କ ଦଳ ମଧ୍ୟରେ ନାଗରତ୍ୱ —୫. Licentiousness; the state of playing the gallant to a number of woman.
୬. ପୁରୁଷତ୍ୱ; ଅଣ୍ଡିରାପଣିଆ —୬. Virility; poteney; manhood.