ଶକ୍ରାଶନ

ଉଇକିଅଭିଧାନ‌ରୁ

ଶକ୍ରାଶନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶକ୍ର+ଅଶନ=ଭକ୍ଷଣୀୟ ପଦାର୍ଥ)[ସମ୍ପାଦନା]

୧. କୁଟକ ବୃକ୍ଷ; ପିତାକୋରୁଆଁ ଗଛ —୧. Hollarhena Antidysenterica plant.
୨. ସିଦ୍ଧି; ପତି; ଗଞ୍ଜାଇ ଗଛର ପତ୍ର —୨. The leaves of the Indian hemp (an intoxicant).
୩. ବିଜୟା; ଭାଙ୍ଗ (ହିନ୍ଦୀ - ଶ) —୩. A drink made with the leaves of Indian hemp.

[ଦ୍ରଷ୍ଟବ୍ୟ —ଏହା ଇନ୍ଦ୍ରଙ୍କ ଭକ୍ଷଣୀୟ ପଦାର୍ଥ ରାବଣ ସହିତ ଯୁଦ୍ଧରେ ଯେଉଁ ବାନର— ସେନାମାନେ ନିହତ ହୋଇଥିଲେ, ସେମାନଙ୍କୁ ଅମୃତ ସେଚନଦ୍ୱାରା ଅଞ୍ଚାଇବାବେଳେ ସେମାନଙ୍କ ଶରୀରରେ ପତିତ ଅମୃତବିନ୍ଦୁର ଛିଟାରୁ ଗଞ୍ଜାଇ ଗଛ ଉତ୍ପନ୍ନ ହୋଇଥିବା ପ୍ରସିଦ୍ଧ ଅଛି]