ଷଟ୍ପଦ

ଉଇକିଅଭିଧାନ‌ରୁ

ଷଟ୍ପଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଷଟ୍ପଦା, ଷଟ୍ପଦୀ—ସ୍ତ୍ରୀ] 

ସଂସ୍କୃତ - ବିଣ—(ଷଟ୍=ଛଅ ଅଟେ ପଦ ଯାହାର; ବହୁବ୍ରୀହି)[ସମ୍ପାଦନା]

ଛଅ ପଦ ବିଶିଷ୍ଟ —Having six legs or feet.

ବିଶେଷ୍ୟ - ପୁ.[ସମ୍ପାଦନା]

୧. ଭ୍ରମର — ୧. Black bee.
୨. ଉକୁଣି —୨. Louse; (Apte).
୩. ଛଅ ପଦ ବା ଚରଣ ବିଶିଷ୍ଟ କବିତା; ଛଅପୋଇ —୩. A verse consisting of six feet or lines in a stanza.