ଷଡକ୍ଷର ମନ୍ତ୍ର

ଉଇକିଅଭିଧାନ‌ରୁ

ଷଡକ୍ଷର ମନ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୬.ଟି ଅକ୍ଷର ବିଶିଷ୍ଟ ମନ୍ତ୍ର —An incanta tion or formula or six letters.

[ଉ—ଷଡକ୍ଷର ମନ୍ତ୍ର ଜପ, କରିଥିଲେ କି ଅନଳ୍ପ କବିସୂର୍ଯ୍ୟ—ରତ୍ନାକର ଚମ୍ପୂ]

[ଦ୍ରଷ୍ଟବ୍ୟ —ଷଡକ୍ଷର ମନ୍ତ୍ର—୧ ବିଷ୍ଣୁଙ୍କର—ହରେ ରାମକୃଷ୍ଣ; ୨ ଶିବଙ୍କର—ଓଁ ନମଃ ଶିବାୟ ୩ ଗଣେଶଙ୍କର— ନମୋ ଗଣେଶାୟଃ ୪ ଷଡକ୍ଷର ତାରକ ବ୍ରହ୍ମ—ଓଁ ଶ୍ରୀ ରାମ ରାମ ବା ରାଂରାମାୟ ନମଃ]