ଷଡଙ୍ଗକ

ଉଇକିଅଭିଧାନ‌ରୁ

ଷଡଙ୍ଗକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷଡଙ୍ଗ+ସ୍ୱାର୍ଥେ. କ)[ସମ୍ପାଦନା]

୧. ଚିତ୍ରର ଛଅଗୋଟି ସୌନ୍ଦର୍ଯ୍ୟ ଦାୟକ ଅଙ୍ଗ —୧. Six elements which contribute to the grace of a painting or picture.

[ଦ୍ରଷ୍ଟବ୍ୟ —ବାତ୍ସାୟନ ମୁନି ତାଙ୍କ ରଚିତ 'କାମସୂତ୍ର' ନାମକ ଗ୍ରନ୍ଥର ପ୍ରଥମ ଅଧିକରଣ ବା ଅଧ୍ୟାୟରେ ଓ ତହିଁର ଟୀକାକାର ଯଶୋଧର ପଣ୍ଡିତ ୩ୟ ଅଧ୍ୟାୟର ଟୀକାରେ ଆଲେଖ୍ୟର ଏହି ଛଅଗୋଟି ଅଙ୍ଗ ବର୍ଣ୍ଣନା କରିଅଛନ୍ତି ଯଥା; ରୂପ ବା ଭେଦ, ପ୍ରମାଣ, ଭାବ, ଲାବଣ୍ୟଯୋଜନ, ସାଦୃଶ୍ୟ ଏବଂ ବର୍ଣ୍ଣିକାଭଙ୍ଗ— ବଙ୍ଗାଭିଧାନକାର ଶ୍ରୀ ଜ୍ଞାନେନ୍ଦ୍ର ମୋହନ ଦାସଙ୍କ ଅଭିଧାନରୁ ଉଦ୍ଧୃତ—ଅବନୀନ୍ଦ୍ରନାଥ ଠାକୁର]

୨. ଷଡବୟବ ବିଶିଷ୍ଟ ଦେହ—(ବିଶ୍ୱକୋଷ) —୨. The body consisting of six limbs.