ଷଡ୍ ଦର୍ଶନ

ଉଇକିଅଭିଧାନ‌ରୁ

ଷଡ୍ ଦର୍ଶନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ୍ଦର୍ଶନ—ଅନ୍ୟରୂପ)

(ଷଡ଼ଦର୍ଶନ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ହିନ୍ଦୁମାନଙ୍କର ଛଅ ସଂଖ୍ୟକ ଦର୍ଶନ ଶାସ୍ତ୍ର — The six philosophical systems of the Hindus; the six schools of Hindu philosophy.

[ଦ୍ରଷ୍ଟବ୍ୟ —ଏହି ଛଅଟି ଦର୍ଶନ ଶାସ୍ତ୍ରକୁ ଛଅଜଣ ଋଷି ପ୍ରବର୍ତ୍ତନ କରିଅଛନ୍ତି; ଯଥା— ପୂର୍ବ ମୀସାଂସା—ଜୈମିନି ଋଷି, ଉତ୍ତରମୀମାଂସା ବା ବେଦାନ୍ତ—ବ୍ୟାସ ଦେବ ନ୍ୟାୟ ବା ତର୍କଶାସ୍ତ୍ର —(Logic) ଗୌତମ ମୁନି ସାଂଖ୍ୟ—କପିଳ ମୁନି ପାତଞ୍ଜଳ ବା ଯୋଗ—ପତଞ୍ଜଳି ଋଷି ବୈଶେଷିକ—କଣାଦ ମୁନି]