ଷଡ୍ୱାହୁ

ଉଇକିଅଭିଧାନ‌ରୁ

ଷଡ୍ୱାହୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ଼ ବାହୁ—ଦେଶଜ ରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା)[ସମ୍ପାଦନା]

୧. ଛଅଟି ହାତ —୧. Six hands or arms.
୨. (କ୍ଷେତ୍ରର) ଛଅଟି ପାର୍ଶ୍ୱସ୍ଥ ସୀମା ରେଖା — ୨. Six sides of a geometrical figure.
୩. (ବହୁବ୍ରୀହି) ଛଅଟି ବାହୁବେଷ୍ଟିତ କ୍ଷେତ୍ର —୩. A hexagon.
(ଷଡ଼ଭୂଜା—ବିଶେଷଣ - ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)[ସମ୍ପାଦନା]

ଛଅବାହୁବିଶିଷ୍ଟ —Having six hands or arms.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶ୍ରୀଚୈତନ୍ୟଦେବ —Ṡrī Ch&aline;iline;tanya.

[ଦ୍ରଷ୍ଟବ୍ୟ —ଶ୍ରୀଚୈତନ୍ୟଦେବ ପୁରୀରେ ରାଜା ପ୍ରତାପରୂଦ୍ର ଦେବଙ୍କୁ ନିଜର ଷଡଭୁଜ ମୂର୍ତ୍ତି ଦେଖାଇଥିଲେ ଏହି ଷଡ୍ଭୁଜ ମଧ୍ୟରୁ ୪ ଭୁଜରେ ବିଷ୍ଣୁଙ୍କ ପରି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଓ ଅନ୍ୟ ଦୁଇ ଭୁଜରେ ଦଣ୍ଡ ଓ କମଣ୍ଡଳୁ ଧରିଥିଲେ କଥିତ ଅଛି ଯେ, ଏହି ଷଡ୍ଭୁଜ ରୂପ ଧାରଣ କରି ଶ୍ରୀଚୈତନ୍ୟ ଜଗନ୍ନାଥଙ୍କ ବିଗ୍ରହରେ ଲୀନ ହେଲେ]