ଷଣ୍ଣନତୀତ

ଉଇକିଅଭିଧାନ‌ରୁ

ଷଣ୍ଣନତୀତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଷଟ୍+ମନୁ+ଅତୀତ)[ସମ୍ପାଦନା]

ଛଅ ଜଣ ମନୁଙ୍କ ରାଜତ୍ୱ ଅତୀତ ବା ଶେଷ ହୋଇଥିବା (କାଳ ବା କଳ୍ପାଂଷ) —(The time) After the life time of six Manus.

[ଦ୍ରଷ୍ଟବ୍ୟ —ଯେଉଁ ମନୁ ୬ ଜଣ ଏଥି ପୂର୍ବରୁ ଭୋଗ କରି ଅଛନ୍ତି, ସେମାନଙ୍କ ନାମ—୧ ସ୍ୱାୟମ୍ୱୁବ, ୨ ସ୍ୱାରେତିଷ, ୩ ଉତ୍ତମ ୪ ତାମସ; ୫ ରୈବତ ଓ ୬ ଚାକ୍ଷୁଷ ବର୍ତ୍ତମାନ ୭ମ ବୈବସ୍ୱତ ମନୁ ଭୋଗ କରୁ ଅଛନ୍ତି]