ସଂକଳିତ

ଉଇକିଅଭିଧାନ‌ରୁ

ସଂକଳିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସମ୍+ଜଳ ଧାତୁ=ସଂଗ୍ରହ କରିବା+କର୍ମ; ତ)[ସମ୍ପାଦନା]

୧. ସଂଗୃହୀତ —୧. Gathered up. collected.
୨. ଏକତ୍ର ଯୋଗ କରା ଯାଇଥିବା (ରାଶିମାନ) —୨. Added up (numbers).