ସଂକ୍ରାମକତା
ରୋଗର ସଂକ୍ରାମକ ଗୁଣ; ଯେଉଁ ଗୁଣଦ୍ୱାରା ରୋଗ ଏକ ବ୍ୟକ୍ତିଠାରୁ ବ୍ୟକ୍ତ୍ୟନ୍ତରକୁ ଡିଏଁ —Contagiousness of a disease.