ସଂକ୍ଷୁବ୍ଧ

ଉଇକିଅଭିଧାନ‌ରୁ

ସଂକ୍ଷୁବ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ସଂଙ୍କ୍ଷୁବ୍ଧ—ଅନ୍ୟରୂପ]

[ସଂକ୍ଷୁବ୍ଧା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ସମ୍+କ୍ଷୂଭ୍ ଧାତୁ+କର୍ତ୍ତୃ ତ)[ସମ୍ପାଦନା]

୧. ସଂଚାଳିତ — ୧. Caused to move.
୨. ବିଲୋଡ଼ିତ — ୨. Agitated.
୩. ଆକୁଳ — ୩. Troubled.