ସଂଗୀତି

ଉଇକିଅଭିଧାନ‌ରୁ

ସଂଗୀତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଙ୍ଗୀତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ଗୈ ଧାତୁ+ଭାବ. ତି)[ସମ୍ପାଦନା]

୧. ସଂଗୀତ (ଦେଖ) - —୧. Saṁgīta (See)
୨. ଆଳାପ; କଥୋପକଥନ —୨. Conversation; discourse.
୩. ତନ୍ତ୍ରର ଶାଖା ବିଶେଷ —୩. A branch of the Tantras.