କ୍ଷଣଧ୍ବଂସୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣଧ୍ଵଂସୀ
ଉଚ୍ଚାରଣ: Kshaṇadhwaṁsī
(କ୍ଷଣଧ୍ଵଂସୀନୀ—ସ୍ତ୍ରୀ)

ସଂ. ବିଣ. (କ୍ଷଣ+ଧ୍ଵଂସିନ୍; ୧: ମା. ୧: ବ) —

କ୍ଷଣଭଙ୍ଗୁର (ଦେଖ) Kshaṇabhangura (See)