କ୍ଷାରତ୍ରଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାରତ୍ରୟ
ଉଚ୍ଚାରଣ: Kshāratraya

ସଂ. ବି. (୬: ଷ୍ଠୀ ତତ୍; କ୍ଷାର+ତ୍ରୟ) —

(ବୈଦ୍ୟକ) ଟାଙ୍ଗଣା, ସୋର ଓ ୟବକ୍ଷାର — Natron, saltpetre and borax.