ପ୍ରେମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷ
୧.ଅନ୍ୟ କାହା ପ୍ରତି ଥିବା ହୃଦୟରେ ଥିବା ଅନାବିଳ ଭାବନା
୨.ଅନାବିଳ ସ୍ନେହ

ଉଦାହରଣ : ସେ ମୋତେ ବହୁତ ଭଲ ପାଏପ୍ରେମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରିୟ+ଭାବେ. ଇମନ୍; ନିପାତନ)[ସମ୍ପାଦନା]

୧. ସ୍ତ୍ରୀ ଓ ପୁରୁଷର ପରସ୍ପର ପ୍ରତି ପ୍ରଣୟ; ପ୍ରୀତି; ଅନୁରାଗ — ୧. Love.
୨. ସ୍ନେହ —୨. Affection.
୩. ଆସକ୍ତି —୩. Attachment; fondness.
୪. ଭକ୍ତି —୪. Devotion; regard.
୫. ଆନନ୍ଦ; ଆମେଦ —୫. Pleasure; joy.
୬. କୌତୁକ; ପରିହାସ — ୬. Joke; pastime; sport.
୭. ଦୟା —୭. Kindness.
୮. ଦୋସ୍ତୀ; ବନ୍ଧୁତା — ୮. Friendship; intimacy.

[ଦ୍ରଷ୍ଟବ୍ୟ —ପ୍ରେମ ପଞ୍ଚବିଧ ଯଥା—ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମାଧୁର୍ଯ୍ୟ ମାଧୁର୍ଯ୍ୟ ସର୍ବାପେକ୍ଷା ଶ୍ରେଷ୍ଠ ପ୍ରେମ ସନକାଦି ମୁନିମାନେ ଭଗବାନଙ୍କୁ ଶାନ୍ତ ଶାନ୍ତ ଭାବରେ ଉପାସନା କରୁଥିଲେ ସାଧାରଣ ଭକ୍ତ— ମାନଙ୍କର ଦାସ୍ୟ ଭାବ ଅର୍ଜୁନ ପ୍ରଭୃତି ସଖ୍ୟ ଭାବରେ ଶ୍ରୀକୃଷ୍ଣଙ୍କ ଲାଭ କରିଥିଲେ ଯଶୋଦା ବାତ୍ସଲ୍ୟ ଭାବରେ ଶ୍ରୀକୃଷ୍ଣଙ୍କୁ ପାଇଥିଲେ ଶ୍ରୀ ରାଧିକା ମାଧୁର୍ଯ୍ୟ ଭାବଦ୍ୱାରା ଶ୍ରୀକୃଷ୍ଣଙ୍କୁ ଲାଭ କରିଥିଲେ ଜଗବନ୍ଧୁ. ପ୍ରାଚୀନ ଉତ୍କଳ]