କ୍ଷିପ୍ରହସ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିପ୍ରହସ୍ତ
ଉଚ୍ଚାରଣ: Kshiprahasta
(କ୍ଷିପ୍ରହସ୍ତା—ସ୍ତ୍ରୀ)

(କ୍ଷିପ୍ରହସ୍ତତା—ବି)

ସଂ. ବିଣ. ପୁଂ. (ବହୁବ୍ରାହି; କ୍ଷିପ୍ର+ହସ୍ତ) —

ଫୁର୍ତ୍ତିରେ କାମ କଲାବାଲା — Swift-handed.

ସଂ. ବି —

୧: ଅଗ୍ନି —୧. Fire.

୨: ରାକ୍ଷସବିଶେଷ —୨. Name of a demon.