କ୍ଷୀରପାକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୀରପାକ
ଉଚ୍ଚାରଣ: Kshīrapāka

ସଂ. ବି. (ବୈଦ୍ୟକ) —

କୌଣସି ଦ୍ରବ୍ୟ ସଙ୍ଗେ ତାହାର ଆଠ ଗୁଣ ଦୁଧ ଓ ପୁଣି ଦୁଧର ଚାରିଗୁଣ ପାଣି ଏକତ୍ର କରି, ସିଦ୍ଧ କରିବା ପରେ ତହିର ଅବଶିଷ୍ଟାଂଶ — A medicinal preparation made by boiling any ingredent with ୮ times its weight of milk and water ୪ times the weight of milk.

ସଂ. ବିଣ. —

ଦୁଧରେ ପାକ କରା ଯାଇଥିବା — Boiled with milk.