କଙ୍କରିଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କରିଳ
ଉଚ୍ଚାରଣ: Kaṅkariḻa

ସଂ. ବିଣ. (କଙ୍କର+ଯୁକ୍ତାର୍ଥେ ଇଳ) —

କଙ୍କରଯୁକ୍ତ; ଗୋଡ଼ିଆ —Gravelly.

କାହିଁ ଧୋଇ ସେହି ବର୍ତ୍ତୃ କଙ୍କରିଳ ରାଧାନାଥ, ମହେନ୍ଦ୍ରଗିରି