ଆଘ୍ରାଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଗନ୍ଧଗ୍ରହଣ; ଶୁଙ୍ଘିବା
  • ଗନ୍ଧ
  • ସନ୍ତୋଷ
  • ତୃପ୍ତି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ତୃପ୍ତ
  • ସନ୍ତୁଷ୍ଟ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଆଘ୍ରାତ; ଶୁଂଘାଯିବା