କାଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲି
ଉଚ୍ଚାରଣ: Kāli
কাল काल

ଦେ. ବି. (ସଂ. କଲ୍ୟ) —

୧: ଗତ କାଲି — ୧. Yesterday.

୨: ଆଗାମୀ କାଲି —୨. Tomorrow.

ଦେ. ବିଣ. —

ଅଳ୍ପକାଳ ପୂର୍ବବର୍ତ୍ତୀ —Recent.

ପ୍ରାଦେ. (ସମ୍ବଲପୁର) ବି.

(ଳି ସ୍ଥାନରେ ଲି ଉଚ୍ଚାରଣ) କାଳି (ଦେଖ) Kāḻi (See)

ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ —

କୃଷ୍ଣବର୍ଣ୍ଣା (ସ୍ତ୍ରୀ)— (କଲା; କଲିଆ—ପୁଂ) Dark complexioned. (woman).