କୈବଲ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୈବଲ୍ୟ
ଉଚ୍ଚାରଣ: Ki̱balya

ସଂ. ବି. (କେବଳ+ଭାବେ. ୟ; ଦେହ ଏବଂ ଇନ୍ଦ୍ରିୟ ତ୍ୟାଗ କରି ଆତ୍ମାର କେବଳହ୍ୱ) —

୧: ଐକାନ୍ତିକତା —୧. Soleness.

୨: ଏକତା —୨. Absoluteness; oneness.

୩: ପୂର୍ଣ୍ଣାନନ୍ଦ; ଅଖଣ୍ଡାନନ୍ଦ — ୩. Absolute bliss; beatitude.

୪: ସଂସାର ମୁକ୍ତି; ମୋକ୍ଷ — ୪. Emancipation of the soul from worldly bondage.

ଯାହାକୁ ବୋଲନ୍ତି ମଞ୍ଚ ଲୋକେ ଜାଣ ରଲ ସେ ଲୋକଟି ଏ ସଂସାରେ ଲଭଇ କୈବଲ୍ୟ ପୀତାମ୍ବର . ନୃସିଂହପୁରାଣ

୫: ଦୁଃଖନିବୃତ୍ତିରୂପ ମୋକ୍ଷ — ୫. Absolute indifferenece to physical sufferings and worldly concerns.

୬: ପରମାତ୍ମାଙ୍କ ସହିତ ମିଳନ; ପରମାତ୍ମାରେ ଜୀବାତ୍ମାର ନିର୍ବାଣ — ୬. Absolute identity of the human soul with the Universal Soul; the state of absorption in God; (when God in man is one with man in God" Tennyson.)

ଦେ, ବି —

(ମୋକ୍ଷପ୍ରାପ୍ତିର ପ୍ରଧାନସମୟ ବୋଲି) ଦେବତାଙ୍କର ପ୍ରସାଦ ବା ପାଦୁକ —The flower or other offerings brought down from a Deity and made over to the devotee for being partaken of.