ଔରସଜାତ

ଉଇକିଅଭିଧାନ‌ରୁ

ବିଶେଷଣ (ଦେଶଜ) [୧][ସମ୍ପାଦନା]

  • ଔରସ; ଧର୍ମପତ୍ନୀଙ୍କ ଗର୍ଭରୁଜାତ
  • ପତ୍ନୀଗର୍ଭରେ ସ୍ଵାମୀଠାରୁ ଜାତ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୧୧୯୧