କୁକୁଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକୁଡ଼ା
ଉଚ୍ଚାରଣ: Kukuṟḍ̠ā
কুঁকুড়া;কুকড়া;মুরগ मूर्गा ତେ. କୋଡ଼ି ମ. କୋମ୍ବଡ଼ା

ଦେ. ବି. (ସଂ. କୁକ୍କୁଟ) —

ମୁରଗୀ; କୁକ୍କୁଟ — Fowl; cock.

[ ଦ୍ର—ଦୁଇ ପ୍ରକାର କୁକୁଡ଼ା ଦେଖାୟାନ୍ତି, ଯଥା—ଗୃହପାଳିତ କୁକୁଡ଼ା —Fowl; Gallus; ବନ୍ୟ=ବଣକୁକୁଡ଼ା —Gallus Ferrugineus or Phasianus Gallus; ଅଣ୍ଡିରା କୁକୁଡ଼ାକୁ ଗଞ୍ଜା ବୋଲାଯାଏ]