ଶ୍ରମ

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷ୍ୟ

ଉଦାହରଣ: ଝାଳବୁହା ଶ୍ରମର କୌଣସି ବିକଳ୍ପ ନାହିଁ ।

ପ୍ରତିଶବ୍ଦ[ସମ୍ପାଦନା]

  1. ପରିଶ୍ରମ
  2. ଖଟଣି
  3. ମହନତଶ୍ରମ

ଉଚ୍ଚାରଣ[ସମ୍ପାଦନା]

$1

  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶ୍ରମ ଧାତୁ+ ଭାବ. ଅ)[ସମ୍ପାଦନା]

୧. ଶାରୀରିକ ଚେଷ୍ଟା; ପରିଶ୍ରମ; ମିହନ୍ତ —୧. Labour; toil exertion
୨. ଚେଷ୍ଟା —୨. Effort.
୩. ଶାନ୍ତି; କ୍ଲାନ୍ତି; ପରିଶ୍ରମ— ଜନିତ ଖେଦ —୩. Fatigue; weariness.
୪. ବିରକ୍ତି; ଖେଦ —୪. Distress; vaxation.
୫. ଅଭ୍ୟାସ —୫. Prectice, exercise.
୬. ଶାସ୍ତ୍ରା— ଭ୍ୟାସ —୬. Studying of the religious books; learning of the scriptures
୭. ତପସ୍ୟା —୭. Penace; religious austrtities

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ସରମ; ଲଜ୍ଜା —Shama

[ଦ୍ରଷ୍ଟବ୍ୟ — ଏତେ କଥାରେ ଏ ଲଭି ନ ଥିବେ କି ଶ୍ରମ ଭଞ୍ଜ କୋଟିବ୍ରହ୍ମ୍ରଣ୍ଡ ସୁନ୍ଦରୀ]

=== ଦେଶଜ - ବିଶେଷ୍ୟ -

ଶ୍ରମଝାଳ —Perspiration due to labour.

[ଦ୍ରଷ୍ଟବ୍ୟ — ଗୋପୀଙ୍କ ମୁଖେ ଶ୍ରମ ଚାହିଁ, ପୋଛନ୍ତି କରେ ଭାବଗ୍ରାହୀ ଜଗନ୍ନାଥ ଭାଗବତ]