ଶବ୍ଦାର୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶବ୍ଦ+ଅର୍ଥ; ଦ୍ୱନ୍ଦ)[ସମ୍ପାଦନା]

୧. ଶବ୍ଦ ଓ ଅର୍ଥ —୧. A word and its meaning.
୨. (୬ଷ୍ଠୀ ତତ୍)—ଶବ୍ଦର ଅର୍ଥ —୨. Meaning of a word.

[ଦ୍ରଷ୍ଟବ୍ୟ —ଶବ୍ଦର ଅର୍ଥ ତିନି ପ୍ରକାର ଯଥା—ବାଚ୍ୟାର୍ଥ ଲକ୍ଷ୍ୟାର୍ଥ ଓ ବ୍ୟାଙ୍ଗ୍ୟାର୍ଥ ଏହି ଭିନ୍ନ ଭିନ୍ନ ଅର୍ଥ ଯଥାକ୍ରମେ ଅଭିଧା, ଲକ୍ଷଣ ଓ ବ୍ୟଞ୍ଜନ ବୃତ୍ତିଦ୍ୱାରା ପ୍ରକାଶିତ ହୁଏ]

୩. ଧ୍ୱନିର ଅର୍ଥ —୩. Meaning of a sound, significance of a sound.
୪. ଧ୍ୱନିର ଉଦ୍ଦେଶ୍ୟ — ୪. The object of a sound.