କକ୍ଷ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷ୍ୟ
ଉଚ୍ଚାରଣ: Kakshya

ସଂ. ବିଣ. (କକ୍ଷ+ଭାବ. ୟ) —

୧: କକ୍ଷୋଦ୍ଭବ; କାଖରେ ଜନ୍ମିବା — ୧. Growing in the arm-pit.

୨: କକ୍ଷପୂରକ; ୟାହା ଦ୍ବାରା କାଖସନ୍ଧି ପୂରି ୟାଇଥାଏ — ୨. Filling the arm-pit.

ସଂ. ବି. —

୧: ରୁଦ୍ରବିଶେଷ —୧. An incarnation of Ṡiba.

୨: ଉତ୍ତରୀୟ ବସ୍ତ୍ର —୨. Sheet for the upper- part of the body.

୩: କୋଠାର ପ୍ରକୋଷ୍ଠ; କୋଠରୀ; କାମରା — Appartment; room.

୪: ରାଜାନ୍ତଃପୁର —୪. Harem.

୫: ସାଦୃଶ୍ୟ —୫. Equality; similarity.

୬: ପାର୍ଶ୍ବଭାଗ —୬. Side; flank.

୭: ହସ୍ତୀର ଗଳା ବା କକ୍ଷବନ୍ଧ ରଜ୍ଜୁ — ୭. A rope passed round the neck of an elephant.

୮: ମେଖଳାବନ୍ଧନ ରଜ୍ଜୁ —୮. Tape for tying the girdle.