କଙ୍କଶାୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଶାୟ
ଉଚ୍ଚାରଣ: Kaṅkaṡāya

ସଂ. ବି. (କଙ୍କ=ପକ୍ଷୀ+ଶୀ ଧାତୁ ଣିଚ୍=ଶାୟିଧାତୁ= ଶୁଆଇବା+କର୍ତ୍ତୃ. ଅ; ଯେ କଙ୍କପକ୍ଷୀକୁ ଶିକାର କରି ଶୁଆଇଦିଏ ଅର୍ଥାତ୍ ମାରିପକାଏ) —

କୁକୁର —Dog.