ଖରପୁଷ୍ପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରପୁଷ୍ପା
ଉଚ୍ଚାରଣ: Kharapushpā
ଅନ୍ୟ ସଂ. ନାମ ବର୍ବରୀ, ବର୍ବରା, ତୁବରୀ, ତୁଙ୍ଗୀ, ଅଜଗନ୍ଧିକା, ପର୍ଣ୍ଣାସ বাবুই, তুলসী बर्बरी, बनतुलसी ମ. ଆଜବଲା, ରାନତୁଳସ ତେ. ତେଳ୍ଲଗଗ୍ଗେରଚେଟ୍ଟୁ ଗୁ. ରାନତୁଳସୀ ଫା. ପଲଙ୍ଗମୁସ୍କ୍ ଆ. କରଂଜମୁଷ୍କ୍

ସଂ. ବି (ଖର+ପୁଷ୍ପ+ଆ) —

ବର୍ବରା; ଦୁଲାଭା — Ocimum Gratissimum.