ଗଡ଼ତ ପଡ଼ତ

ଉଇକିଅଭିଧାନ‌ରୁ

ଗଡ଼ତ ପଡ଼ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ ଧାତୁ+ପତ ଧାତୁ)[ସମ୍ପାଦନା]

୧. ଗୋପନ କରିବା —୧. Hiding.
୨. ଭୂମିରେ ଲମ୍ୱ ହୋଇ ଶୋଇବା ବା ଗଡ଼ିବା —୨. Lying down or rolling on the ground.


୩. କୌଣସି କାର୍ଯ୍ୟ କରା ନ ଯାଇ ପଡ଼ି ରହିବା ଅବସ୍ଥା —୩. The state of a work being left undone.

ଦେଶଜ - ବିଶେଷଣ -[ସମ୍ପାଦନା]

ଭୂମିରେ ଗଡ଼ୁଥିବା — Rolling on the ground.